WESTERN ODISHA FOLKSY RENOVATION COUNCIL, ODISHA voluntary organization is a nonprofit making non political, non-religious social organization having its administrative office In the Tikrapada of Balangir District. A group of 5 to7 and above organized themselves and came forward to serve the weaker section of our society. The unbreakable team sprit brings to the main streamof the development in noble manner.
କରମସନି ମହୋତ୍ସବ ଉଦଘାଟିତ କରୁଅଛି ଗ୍ରାମ ଝାର ଫଟାମୁଣ୍ଡା ବ୍ଲକ ବେଲ୍ ପଡା ଠାରେ ତାରିଖ ୨୩/୧୧/୨୦୨୧ ମଙ୍ଗବାରଅପରାହ୍ନ ଚାରିଟା ରୁ ରାତ୍ର ୦୪ ଟା ପର୍ଯ୍ୟନ୍ତ ୩୦ ଗୋଟି ଦଳଯୋଗ ଦାନପୂର୍ବକ ତାଙ୍କକଲା ପରିବେଷଣ କରି ବ୍ଲକ ର ଦର୍ଶକଙ୍କୁ ମନ ମୋହିଥିଲେ ଏହି ଉତ୍ସବ ଆଗାମୀ ଦିନରେ ସମଗ୍ର ଦେଶରେ ପ୍ରଚାର ପ୍ରସାର ନିମନ୍ତେ ପ୍ରକାଶିତ ହେବା ସହ ସରକାର ଙ୍କ ପାଖକୁ ଏହି ଉତ୍ସବ ର ମେସେଜ ଯିବା ଆଉ ବହୁତ୍ ବଡ଼ ଧାରଣାକାଜ୍ୟକ୍ରମ୍ ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶାଲୋକକଳା ପୁନରୁଦ୍ଧାର ପରିଷଦ ସଭାପତି ଶ୍ରଯୁକ୍ତ ଅମିଲ୍ ପୁଟେଲ୍ ମତ୍ତପ୍ରକାସ୍ କରି ଥିଲେ |