Our Latest Gallery



ଆଜି ତାରିଖ ୦୯/ ୧୦/୧୨/୨୦୨୩ ଲୋକ କଲା ଓ ଲୋକ ସଂସ୍କୃତି ର ଉତ୍ ଥାନ୍ ପାଇଁ ନୃତ୍ୟ ଗୀତ ବାଦ୍ୟ ସହ କଳାକାର ସମାବେଶ ସ୍ଥାନ ବାନ୍ଧନ ଘୋର ବଲାଙ୍ଗୀର ଆୟୋଜକ -ନେସନାଲ ସର୍ଭିସ୍ ଫାଉଣ୍ଡେସନ ବଲାଙ୍ଗୀର । ସହଯୋଗ - ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ସହାୟତାରେ ସଂସ୍କୃତି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି ଅଞ୍ଚଳର ସଙ୍କୀର୍ତ୍ତନ କରମସାନି ସମଲପୁରି ନୃତ୍ୟ ସଙ୍ଗୀତ ନାଟକ ବାଜା ଦଳ ଓ ଅନେକ କଳାକାର ପରିବେଷଣ କରିଥିଲେ ଅହିକର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ସଂସ୍କୃତି ମନ୍ତ୍ରୀ ଯୋଗଦେଇଥିଲେ ଅଞ୍ଚଳର ବିଭିନ୍ନ ପଦବୀ ବ୍ୟକ୍ତି ବିଶେଷ ମାନେ ଯୋଗଦେଇଥିଲେ କମିଟି ସଭାପତି ସମ୍ପାଦକ ଆବାହକ ଉପଦେଷ୍ଟା ଶ୍ରୀଯୁକ୍ତ ମାଳୟକୁମାର ତ୍ରିପାଠୀ ଧନ୍ୟବାଦ୍ ଜଣାଇଥିଲେ

ବଲାଙ୍ଗୀର ଜିଲ୍ଲା ର ଦାବ୍ରୀ ଗ୍ରାମରେ ପଶ୍ଚିମ ଓଡ଼ିଶା ଲୋକକଳା ଜୟମା ଦୁଆସନି ଲୋକ ଗୀତ ଆନୁକୁଲ୍ୟରେ ତା 15/10/2023 ରବିବାର ସକାଳ 10 ଘ ରୁ ଅପରାହ୍ନ 05 ଘଣ୍ଟା ପଯ୍ୟନ୍ତ ବାଂରି ନାଚ ଲୋକଗୀତ ସଙ୍କୀର୍ତ୍ତନ ବାଜାସାଲ କଳା ପରିବେଷଣ କରି ଜଣ ମାନସର୍ ମନ ଝୁମିଥିଲେ ଏହି କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ ବ୍ଲକ କଲାସଂଘ ଉପସଭାପତି ଶ୍ରୀକାର୍ତିକେଶ୍ୱର ସାହୁ ପଶ୍ଚିମ ଓଡ଼ିଶା ଲୋକକଳା ସଭାପତି ଶ୍ରୀ ଅମିଲ ପୁଟେଲ ଦୁଆର୍ଶନି ଲୋକଗୀତ ସଭାପତି ଶ୍ରୀ ରାମେଶ୍ବର ନାଗ ଚମ୍ପେଶ୍ୱର୍ ନାଗ ଈଶ୍ୱର ଭୋଇ ଶ୍ରୀମତୀ କାଲିମତି ପ୍ରଭୁଏ ଶ୍ରୀମତୀ ଉଷା ଚନ୍ଦନ ପୁରନ୍ଦର ପୁଟେଲ ବିସମ୍ବର୍ ପୁଟେଲ ଗ୍ରାମର କମିଟି ତଥା ଦର୍ଶକ ଶତାଧିକ ପରିମାଣ ଜନଗହଳି ଦେଖିବାକୁ ମିଳିଲା

ଆଜି ତାରିଖ ୦୫/୧୨/୨୦୨୨ ସୋମବାର ଦିନ ପଶ୍ଚିମ ଓଡ଼ିଶା ଲୋକ କଳା ପୁନରୁଦ୍ଧାର ପରିଷଦ ର ଆନୁକୁଲ୍ୟରେ ମୁରିବହାଲ୍ ବ୍ଳକ୍ ର ବାନ୍ଧୁ ପଲା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସକାଳେ ୧୦ ଘଂଟା ରୁ ସନ୍ଧ୍ୟା ୦୬ ଘଣ୍ଟା ପ ଯ୍ୟ ନ୍ତ କଳା କାର କାର୍ଯ୍ୟକ୍ରମ ପରିବେଷଣ କରି ଅଞ୍ଚଲର ଦର୍ଶକଙ୍କୁ ମନ ମୋହିଥିଲେ ଏହି ଉତ୍ସବ ମୁଖ୍ୟଅତିଥି ବ୍ଲକାଧକ୍ଷା ଶ୍ରୀଯୁକ୍ତ ହରିବନ୍ଧୁ ମେହେର ମୁଖ୍ୟ ବକ୍ତା ପଶ୍ଚିମ ଓଡ଼ିଶା ଲୋକ କଳା ସଭାପତି ଶ୍ରୀଯୁକ୍ତ ଅମିଲ୍ ପୁଟେଲ୍ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଯୋଗଦେଇ ଥି ଲେ ବାନ୍ଧୂପଲା ଗ୍ର ପ୍ ସରପଞ୍ଚ ପ୍ରିୟବ୍ରତ ପ ଧା ନି ଚଳକି ସରପଂଚ ବାବୁଲୁ ଭୋଇ ଇଛପରା ସରପଞ୍ଚ ଚିନ୍ତାମଣି ବେହେରା B K S S ଉପ ସଭାପତି ଶ୍ରୀ କୈଳାଶ ଦଣ୍ଡସେନା ମୂରିବାହଲ୍ B K S S ଉପ ସଭାପତି ଶ୍ରୀ ଥାବିର ଚରଣ ସାହୁ ଖପ୍ରାଖୋଲ ଶ୍ରୀ ଜଗନ୍ନାଥ ସଂସ୍କୃତ ସଙ୍କୀର୍ତ୍ତନ ଜିଲ୍ଲା ସମ୍ପାଦକ ଶ୍ରୀ ରସରାଜ୍ ବୁଡେକ୍ ସଭାଆୟ ଜନ୍ ସଭାପତି ଗୁରୁଶ୍ରି ଯଦୁମଣି।ଭୋଇ ଓ କାନ୍ତ ବଗର୍ତ୍ତି ଜିଲ୍ଲା କାର୍ଯ୍ୟ ସଭାପତି ସୁନାରାମ୍ ପୁଟେଲ୍ ଓ।ସମ୍ପାଦକ ଶ୍ରୀ ମୀନକେତନ padhan ବିଶିଷ୍ଟ ଗୁରୁଶ୍ରୀ ଶଙ୍କର ବଗର୍ତ୍ତି ପୁରନ୍ଦର।ପୁଟେଲ୍ ବେଣୁଧର ପୁଟେଲ୍ ଅଭିରାମ ମଝି।ସୁରେଶ୍ ପଟନାୟକ ବଲ୍ଲଭ। ବୁଡେକ୍ । ତୀର୍ଥ ଚିରଗୁଁ । ଅକ୍ଷୟ ପ୍ରଧନୀ ଏହି ବିଶେଷଜ୍ଞ ମାନେ ନିଜ ପରିଚୟ ଦେଇ କଳା ର ପୁନରୁଦ୍ଧାର ହୋଇବ ଭିତରେ ରହିଯାଇଥିବା କଳାକାର ମାନେ ଲୋକଲୋଚକୁ ଆସିବାର ଉଦ୍ଦେଶ୍ୟରେ ବହୁତ ସୁନ୍ଦର।ଭାବରେ ଉଦବୋଧନ ଦେଇଥିଲେ ଶେଷରେ ଦୀନବନ୍ଧୁ ବଗର୍ତ୍ତି ଧନ୍ୟବାଦ୍ ଜଣାଇ ଥିଲେ । ଶ୍ରୀଯୁକ୍ତ ଅମିଲ୍ ପୁଟେଲ୍ BKSS ଉପସଭାପତି ଶ୍ରୀ ଥବିର ଚରଣ ସାହୁ ଜଗନ୍ନାଥ କଳା।ପରିଷଦ ସମ୍ପାଦକ ରସ ରାଜ ବୁଡେକ୍ ଜିଲ୍ଲା ସଭାପତି ସୁନାରାମ୍ ପୁଟେଲ୍ ସମ୍ପାଦକ ମୀନକେତନ padhan କାର୍ଯ୍ୟକାରୀ ସଭାପତି ଶ୍ରୀ ଭଗଵାନ ବେହେରା ତାଙ୍କ ଅନୁଷ୍ଠାନ।ସଭ୍ୟ ବୃନ୍ଦ ତଥା।ଗ୍ରାମବାସୀ ଶୋହଯୋଗରେ ଏହି ଉତ୍ସବ ପାଳିତ ସୋଇ ଆସୁଛି ଅଞ୍ଚଳ। ଗ୍ରାମପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଥିଲେ ପ୍ରତିବର୍ଷ ଏହି ଦିନରେ ଉତ୍ସାହ ଦେଖିବାକୁ ମିଳିଛି ଏହିକକାର୍ଯ୍ୟ ଉପିସ୍ଥିତ୍ ହରିହର ପୋଡ଼ ଓ ଅନୁଷ୍ଠାନ ସମ୍ପାଦକ ଧନେଶ୍ଵର ପତ୍ର ଧନ୍ୟ ବାଦ୍ ଜଣାଇ ଥିଲେ ଶ୍ରୀଯୁକ୍ତ ଅମିଲ୍ ପୁଟେଲ୍ BKSS ଉପସଭାପତି ଶ୍ରୀ ଥବିର ଚରଣ ସାହୁ ଜଗନ୍ନାଥ କଳା।ପରିଷଦ ସମ୍ପାଦକ ରସ ରାଜ ବୁଡେକ୍ ଜିଲ୍ଲା ସଭାପତି ସୁନାରାମ୍ ପୁଟେଲ୍ ସମ୍ପାଦକ ମୀନକେତନ padhan କାର୍ଯ୍ୟକାରୀ ସଭାପତି ଶ୍ରୀ ଭଗଵାନ ବେହେରା ତାଙ୍କ ଅନୁଷ୍ଠାନ।ସଭ୍ୟ ବୃନ୍ଦ ତଥା।ଗ୍ରାମବାସୀ ଶୋହଯୋଗରେ ଏହି ଉତ୍ସବ ପାଳିତ ସୋଇ ଆସୁଛି ଅଞ୍ଚଳ। ଗ୍ରାମପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଥିଲେ ପ୍ରତିବର୍ଷ ଏହି ଦିନରେ ଉତ୍ସାହ ଦେଖିବାକୁ ମିଳିଛି ଏହିକକାର୍ଯ୍ୟ ଉପିସ୍ଥିତ୍ ହରିହର ପୋଡ଼ ଓ ଅନୁଷ୍ଠାନ ସମ୍ପାଦକ ଧନେଶ୍ଵର ପତ୍ର ଧନ୍ୟ ବାଦ୍ ଜଣାଇ ଥିଲେ

ଆଜି ତାରିଖ ୦୯/୦୫/୨୦୨୨ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ୫୦ ଦଳ ଯୋଗ ଦେଇ ଖପ୍ରାଖଲ ସ୍ଥିତ ପାଟି ମାଲ୍ ଗ୍ରାମ ର ବିରାଟ ସସ୍କୃତିକ କଳା ପରିଷଦ ତରଫରୁ ତା ୦୩/ରୁ /୦୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ନିର୍ଦ୍ଦେଶକ ପଶ୍ଚିମ ଓଡ଼ିଶା ଲୋକ କଳା ପୁନରୁଦ୍ଧାର ପରିଷଦ ବଲାଙ୍ଗୀର ଜିଲ୍ଲା

ଆଜି ତାରିଖ ୩୦/୦୩/୨୦୨୨ ବୁଧବାର ଦିନ ଆମ୍ଭ ଟିକ୍ରାପ ଡା ଠା ରେ ।ବାରୁଣୀ ଶିବଚତୁର୍ଦଶି ପୁଣ୍ୟତିଥିରେ ନବଜାଟଶିଶୁପୁତ୍ରର ନାମ କରଣ ଉତ୍ସବରେ ବରପାଲି ସ୍ଥିତ ବଡ଼ ଗାଁ ର ଉଦିଆ ତାରା ମହିଳା ଦଣ୍ଡନାଟ ପରିବେଷଣ କରି ଅଞ୍ଚଳ ଦର୍ଶକଙ୍କୁ ଆକର୍ଷିତ କରିଥିଲେ ନିର୍ଦ୍ଦେଶକ ଶ୍ରୀ ବସୁଦେବ padhan ଓ ତାଙ୍କ ସାଥିଙ୍କ ସହିତ ସହଯୋଗ କରିଥିଲେ ପଶ୍ଚିମ ଓଡ଼ିଶା ଲୋକ କଳା ପୁନରୁଦ୍ଧାର ପରି ସଦ୍।ସଭାପତି ଶ୍ରୀ ଅମିଲ୍ ପୁଟେଲ୍ ପ୍ରଶଂସା ପତ୍ର ପ୍ରଦାନ କରି ।ଧନ୍ୟବାଦ୍ ଅର୍ପଣ କରିଥିଲେ |

ଆଜି ତାରିଖ ୦୨/୦୪/୨୦୨୨ ବେଲ୍ ପଡା ବ୍ଳକର ଧୁମାଭଟା ଗ୍ରାମର ଧବଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ସକାଳ ୦୮ଘ ସମୟରେ ହିନ୍ଧୁ ନବ ବର୍ଷ ଉତ୍ସବ ପାଳନ କରାଯାଇଅଛି ଏହି ଉତ୍ସବ ରେ ଗ୍ରା ପ୍ ସରପଞ୍ଚ ଓ ସମିତି ସଭ୍ୟା ଉପସ୍ଥତିରେ କଳା ପରିବେଷଣ କରି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ପ୍ରତିଭା ମାନଙ୍କୁ ମନମୁଗ୍ଧ କରିଥିଲେ ରସରାଜ୍ ବୁଡ଼େକ୍ ନରେନ୍ଦ୍ର ମେହେର ହଜାରି ମେହେର ଜବାହାର ଲାଲ୍ ସାହୁ ଏବଂ ପଶ୍ଚିମ ଓଡ଼ିଶା ଲୋକ କଳା କାର ସଭାପତି ଶ୍ରଯୁକ୍ତ ଅମିଲ୍ ପୁଟେଲ୍ ଧନ୍ୟ ବାଦ ଅର୍ପଣ କରି ସଭା ସଂଘ କରାଗଲା |

କରମସନି ମହୋତ୍ସବ ଉଦଘାଟିତ କରୁଅଛି ଗ୍ରାମ ଝାର ଫଟାମୁଣ୍ଡା ବ୍ଲକ ବେଲ୍ ପଡା ଠାରେ ତାରିଖ ୨୩/୧୧/୨୦୨୧ ମଙ୍ଗବାରଅପରାହ୍ନ ଚାରିଟା ରୁ ରାତ୍ର ୦୪ ଟା ପର୍ଯ୍ୟନ୍ତ ୩୦ ଗୋଟି ଦଳଯୋଗ ଦାନପୂର୍ବକ ତାଙ୍କକଲା ପରିବେଷଣ କରି ବ୍ଲକ ର ଦର୍ଶକଙ୍କୁ ମନ ମୋହିଥିଲେ ଏହି ଉତ୍ସବ ଆଗାମୀ ଦିନରେ ସମଗ୍ର ଦେଶରେ ପ୍ରଚାର ପ୍ରସାର ନିମନ୍ତେ ପ୍ରକାଶିତ ହେବା ସହ ସରକାର ଙ୍କ ପାଖକୁ ଏହି ଉତ୍ସବ ର ମେସେଜ ଯିବା ଆଉ ବହୁତ୍ ବଡ଼ ଧାରଣାକାଜ୍ୟକ୍ରମ୍ ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶାଲୋକକଳା ପୁନରୁଦ୍ଧାର ପରିଷଦ ସଭାପତି ଶ୍ରଯୁକ୍ତ ଅମିଲ୍ ପୁଟେଲ୍ ମତ୍ତପ୍ରକାସ୍ କରି ଥିଲେ |

Nababarsha Abhinandana Program at Panchachakk Changaria on 7/01/21

Nababarsha Abhinandana Program at Panchachakk Changaria on 7/01/21

Nababarsha Abhinandana Program at Panchachakk Changaria on 7/01/21

Nababarsha Abhinandana Program at Panchachakk Changaria on 7/01/21

Nababarsha Abhinandana Program at Panchachakk Changaria on 7/01/21

Western Odisha kalakar Samaroha at Budhipadar on 02-01-2021

Western Odisha kalakar Samaroha at Budhipadar on 02-01-2021

Western Odisha kalakar Samaroha at Belpada on 03-01-2021

Western Odisha kalakar Samaroha at Belpada on 03-01-2021





Copyright © All Rights Reserved WOFRC. | Designed By Versatile IT Service Pvt. Ltd.